ଲକ୍ଷ୍ମୀପୂଜା ଉପଲକ୍ଷେ ଡ୍ୟାନ୍ସ ପ୍ରତିଯୋଗିତା...

ଲକ୍ଷ୍ମୀପୂଜା ଉପଲକ୍ଷେ ଡ୍ୟାନ୍ସ ପ୍ରତିଯୋଗିତା...


କଣ୍ଟାବାଞ୍ଜି,୦୩/୧୨ : ବଙ୍ଗୋମୁଣ୍ଡା ବ୍ଲକ ଭାଲୁମୁଣ୍ଡା ବରଗଛ ପଡ଼ା ଠାରେ ୨୫ ତମ ମା ମହାଲକ୍ଷ୍ମୀ ପୂଜା ଉପଲକ୍ଷେ ଡ୍ୟାନ୍ସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। 

Ad..


ଏହି ଡ୍ୟାନ୍ସ ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବେ ଭାଲୁମୁଣ୍ଡା ମେହେର କ୍ଲବ ସଭାପତି ଖୀରସିନ୍ଧୁ ମେହେର, ସାମ୍ବାଦିକ ରାଧେଶ୍ୟାମ ମେହେର ମଞ୍ଚାସିନ ହୋଇ ଉତ୍ସାହିତ କରିଥିଲେ। ବିଚାରକ ଭାବରେ ଭକ୍ତବନ୍ଧୁ ମେହେର, ବିକାଶ ଚନ୍ଦ୍ର ନାଥ, ସୀମା ଭୋଇ ଥିବା ବେଳେ ମଞ୍ଚକୁ ଖଗେଶ୍ବର କୁମ୍ଭାର ଓ ଅଭୟ ବାଗ ପରିଚାଳନା କରିଥିଲେ। 

Ad..


ପ୍ରଥମେ ଗ୍ରାମ ଦେବୀକୁ ପୂଜା ଅର୍ଚ୍ଚିନା କରି  ନୃତ୍ୟ ପରିବେଷଣ ଆରମ୍ଭ କରାଯାଇଥିଲା। ଏହି ନୃତ୍ୟ ପ୍ରତିଯୋଗିତାରେ ମେହେର କମିଟିର ସମ୍ପାଦକ ଚିନ୍ତାମଣି ମେହେର, କଷାଦକ୍ଷ ଜଗନ୍ନାଥ ମେହେର,ସଦସ୍ୟ ମାନେ ସୁନିଲ ମେହେର, ସୁଧୀର ମେହେର,ପର୍ଶୁରାମ ମେହେର... 

ଭଵ ସାଗର ମେହେର, ଆଲୋକ ମେହେର, ପିଣ୍ଟୁ ମେହେର, ରାଜୁ ମେହେର ତଥା ସମସ୍ତ ସଭ୍ୟ ସାହାଯ୍ୟ କରିଥିଲେ। ପ୍ରଥମ ସ୍ଥାନ , ଦ୍ୱତୀୟ ସ୍ଥାନ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଡ୍ୟାନ୍ସସର ମାନଙ୍କୁ ଅତିଥିମାନଙ୍କୁ ଦ୍ୱାରା ପୁରସ୍କୃତ କରାଯାଇଥିଲେ।



Edited by k.s thakur...

Post a Comment

Previous Post Next Post