କ୍ୟାବିନେଟ୍ ବୈଠକରେ ୫ଟି ବିଭାଗର ୬ଟି ପ୍ରସ୍ତାବକୁ ମଞ୍ଜୁରୀ...

କ୍ୟାବିନେଟ୍ ବୈଠକରେ ୫ଟି ବିଭାଗର ୬ଟି ପ୍ରସ୍ତାବକୁ ମଞ୍ଜୁରୀ...


ଭୁବନେଶ୍ବର,୦୭/୧୨: ଲୋକସେବା ଭବନରେ ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ୬ଟି ପ୍ରସ୍ତାବରେ ବାଜିଛି ମୋହର।

Ad.. 


ଏନେଇ ଗୃହରେ ସୂଚନା ଦେଉଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ।  ମୁଖ୍ୟମନ୍ତ୍ରୀ ରେଶମ ବିକାଶ ଯୋଜନା, ମୁଖ୍ୟମନ୍ତ୍ରୀ ବୟନଶିଳ୍ପ ବିକାଶ ଯୋଜନାକୁ ଆରମ୍ଭ କରିଛନ୍ତି ରାଜ୍ୟ ସରକାର । 

Ad..


ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ, ସ୍ବାସ୍ଥ୍ୟ, ଆଇନ, ବୟାନ ଶିଳ୍ପ ଓ ହସ୍ତତନ୍ତ୍, ଉଚ୍ଚଶିକ୍ଷା ବିଭାଗ ଭଳି ବିଭାଗ ଉପରେ ନିଆ ଯାଇଛି ନିଷ୍ପତି ।




Edited by k.s thakur...

Post a Comment

Previous Post Next Post