ବରଗଡ଼ରେ “ଭିଜିଲାନ୍ସ ସଚେତନତା ସପ୍ତାହ - ୨୦୨୫” ଅନୁଷ୍ଠିତ...
ବରଗଡ଼,୦୨/୧୧(ବିଜୟ କୁମାର ସାହୁ): ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ବରଗଡ଼ ଏବଂ ଚାଇଲ୍ଡ ହେଲ୍ପଲାଇନ୍ (CHL) ବରଗଡ଼ଙ୍କ ଯୁଗ୍ମ ଉଦ୍ୟମରେ ଟ୍ରଷ୍ଟ ଫଣ୍ଡ ଡିଗ୍ରୀ କଲେଜ୍, ବରଗଡ଼ରେ “ଭିଜିଲାନ୍ସ ସଚେତନତା ସପ୍ତାହ - 2025” ଅନୁଷ୍ଠିତ ହୋଇଯାଇଛି।
Ad..
ଏହି କାର୍ଯ୍ୟକ୍ରମ ସମୟରେ “Vigilance – Our Shared Responsibility” ବିଷୟରେ ଛାତ୍ରଛାତ୍ରୀମାନଙ୍କ ସହ ସଚେତନତା ସଭା ଆୟୋଜନ କରାଯାଇଥିଲା।
ସେଠାରେ ସତର୍କତାର ସଠିକ ଅର୍ଥ ଏବଂ ଏକ ଦୁର୍ନୀତିମୁକ୍ତ ସମାଜ ଗଠନରେ ସମସ୍ତ ନାଗରିକଙ୍କ, ବିଶେଷତଃ ଯୁବପିଢିଙ୍କ ଭୂମିକା ବିଷୟରେ ଆଲୋଚନା କରାଗଲା।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଡ଼କ୍ଟର ସରୋଜ ଦେବତା, ଅଧ୍ୟକ୍ଷ, ଟ୍ରଷ୍ଟ ଫଣ୍ଡ ଡିଗ୍ରୀ କଲେଜ୍, ବରଗଡ଼ ଓ ସମ୍ମାନିତ ଅତିଥି ଭାବରେ ଶ୍ରୀମତୀ ନମିତା ବିଶି, ଭିଭାଗୀୟ ମୁଖ୍ୟ, ଜୁଲୋଜି ବିଭାଗ, ଟ୍ରଷ୍ଟ ଫଣ୍ଡ ଡିଗ୍ରୀ କଲେଜ୍, ବରଗଡ଼, ଏବଂ ଜିଲ୍ଲା ଶିଶୁ ସୁରକ୍ଷl ୟୁନିଟ, ବରଗଡ଼ର ଶ୍ରୀମତୀ ପ୍ରିୟଙ୍କା ସାମଲ, ସୁରକ୍ଷା ଅଧିକାରୀ (ଆନୁଷ୍ଠାନିକ ଯତ୍ନ) ଓ ଶ୍ରୀ ସୁରେନ୍ଦ୍ର ଦାଶ, ସାମାଜିକ କର୍ମୀ ଯୋଗଦାନ କରି ଆଲୋଚନା କରିଥିଲେ।
ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ,ଶ୍ରୀ ସଞ୍ଜୟ ଶତପଥି, ପ୍ରୋଜେକ୍ଟ କୋ-ଓର୍ଡିନେଟର୍, ଚାଇଲ୍ଡ ହେଲ୍ପଲାଇନ୍, ବରଗଡ଼ ଏବଂ କାର୍ଯ୍ୟକ୍ରମରେ ସହଯୋଗିତା କରିଥିଲେ ଚାଇଲଡ ହେଲ୍ପଲାଇନ, ବରଗଡ଼ର ଶ୍ରୀ ଲଲିତ ପଧାନ, କାଉନ୍ସେଲର୍, ଶ୍ରୀ ଆକାଶ ପଧାନ, ସୁପରଭାଇଜର୍,ଶ୍ରୀମତୀ ତପସ୍ଵିନୀ ମଲ୍ଲିକ, କେସ୍ ୱର୍କର୍।
ସମସ୍ତ ଅତିଥି ଓ ଅଧିକାରୀମାନେ ଛାତ୍ରଛାତ୍ରୀଙ୍କୁ ସତ୍ୟନିଷ୍ଠା, ଦାୟିତ୍ୱବୋଧ ଓ ଜନସହଭାଗିତା ମାଧ୍ୟମରେ ସତର୍କତା ଓ ନିଷ୍ଠା ର ମହତ୍ତ୍ୱ ବିଷୟରେ ମୂଲ୍ୟବାନ ବାର୍ତ୍ତା ଦେଇଥିଲେ।

କାର୍ଯ୍ୟକ୍ରମ ଶେଷରେ ସମସ୍ତେ ନୀତିମୂଳକ ମୂଲ୍ୟବୋଧ ଅନୁସରଣ କରି ଏକ ପାରଦର୍ଶୀ ଓ ଦୁର୍ନୀତିମୁକ୍ତ ସମାଜ ଗଠନ ପାଇଁ ସଂକଳ୍ପ ଗ୍ରହଣ କଲେ। ପରିଶେଷରେ ଶ୍ରୀ ସଞ୍ଜୟ ଶତପଥୀ, ପ୍ରୋଜେକ୍ଟ କୋଅର୍ଡିନେଟର, ଚାଇଲଡ ହେଲ୍ପ ଲାଇନ, ବରଗଡ଼ ଧନ୍ୟବାଦ ଅର୍ପଣ କରିଥିଲେ।
Report : Bijay ku sahu
Edited by k.s thakur...
Tags:
Bargarh
bargarh news
latest news
latest update
odisha daily current affairs
odisha news
vigilance awareness program