ସିନ୍ଧେକେଲା ଜୟ ମାଁ ଦ୍ୱାରସେହ୍ନି ଫୁଟବଲ ଫାଇନାଲ : ସିନ୍ଧେକେଲା କୁ ହରାଇ ଝଲପ ଚମ୍ପିୟାନ...

ସିନ୍ଧେକେଲା ଜୟ ମାଁ ଦ୍ୱାରସେହ୍ନି ଫୁଟବଲ ଫାଇନାଲ : ସିନ୍ଧେକେଲା କୁ ହରାଇ ଝଲପ ଚମ୍ପିୟାନ...


ସିନ୍ଧେକେଲା,୧୪/୧୧ : ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ସିନ୍ଧେକେଲା ସ୍ଥିତ ପଲ୍ଲି ଶ୍ରୀ ହାଇସ୍କୁଲ ଖେଳ ପଡ଼ିଆରେ ସ୍ଥାନୀୟ ଜୟ ମାଁ ଦ୍ୱାରସେହ୍ନି ଫୁଟବଲ କ୍ଲବ ପକ୍ଷରୁ ବିଗତ ଦିନରୁ ଚାଲିଥିବା ଫୁଟବଲ ପ୍ରତିଯୋଗିତାର ଗୁରୁବାର  ଫାଇନାଲ ମ୍ୟାଚ ଝଲପ ଓ ସିନ୍ଧେକେଲା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। 

Ad..


ସଂଘର୍ଷ ପୂର୍ଣ୍ଣ ଖେଳରେ ନିର୍ଦ୍ଧାରିତ ସମୟ ମଧ୍ୟରେ ଉଭୟ ଦଳ ୧-୧ ଗୋଲରେ ସମାନ ହେବାରୁ ଟ୍ରାଇବ୍ରେକର ଜରିଆରେ ଝଲପ ଦଳର ଖେଳାଳିମାନେ ବିଜୟୀ ହୋଇ ଚମ୍ପିୟାନ ଆଖ୍ୟା ଅର୍ଜନ କରିଥିଲେ। 

   Ad..


ଫାଇନାଲ ଖେଳ ତଥା ପୁରସ୍କାର ବିତରଣୀ ରେ ଅତିଥି ଭାବରେ , ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ତଥା ସିନ୍ଧେକେଲା ସମିତି ସଭ୍ୟ ଭୋଲାନାଥ ବେହେରା ,ଜିଲ୍ଲା ସାମ୍ବାଦିକ ସଙ୍ଘ ଟ୍ରିବ୍ୟୁନାଲ ଅଧ୍ୟକ୍ଷ ଅନିଲ କୁମାର ତ୍ରିପାଠୀ , ଯୁବନେତା ଯୁବରାଜ ବାଗ...

    Ad..


ଜାମଖୁଣ୍ଟା ସରପଞ୍ଚ ଉଦ୍ଧବ ବେହେରା , ବିଜେପି ନେତା ପପୁ ସାହୁ , ଜାମଖୁଣ୍ଟା ସମିତି ସଭ୍ୟ ଦ୍ରୋଣସେନ ବେହେରା , ମୁଣ୍ଡପଦର ସମିତି ସଭ୍ୟ ନୀଳକଣ୍ଠ ବାରିକ , ଝରିଆଲ ସମିତି ସଭ୍ୟ ରାଜୁ ହାତୀ , ଚାନ୍ଦୋତରା ସମିତି ସଭ୍ୟ ଘାସିରାମ ସାହୁ, ପ୍ରାଥମିକ ଶିକ୍ଷକ ମହାସଂଘ ଓଡିଶା ରାଜ୍ୟ ସଭାପତି ଜୟନ୍ତୀ ଲାଲ ସାହୁ...

Ad..


ଜିଆରଏସ ନେତ୍ରାନନ୍ଦ ମେହର ପ୍ରମୁଖ ଯୋଗଦେଇ ବିଜେତା ଓ ଉପ ବିଜେତା ଦଳକୁ ଟ୍ରଫି ପ୍ରଦାନ କରିଥିଲେ। ବିଶେଶ୍ୱର ପ୍ରଧାନ ରେଫରି ଭାବେ ଯୋଗଦେଇ ଖେଳ ପରିଚାଳନା କରିଥିବା ବେଳେ ଶେଷଦେଵ ମଳିକ ଓ କୁନା ମାଝି ଲାଇନ ରେ ସହଯୋଗ କରିଥିଲେ। 

Ad..


ନୌରାଜ ରଣା ଓ ଓମପ୍ରକାଶ ସାହୁ  ଖେଳର ପ୍ରତ୍ୟକ୍ଷ ଧାରା ବିବରଣୀ ପ୍ରଦାନ କରିଥିବା ବେଳେ ରିଷବ ଟ୍ରେଡ଼ର୍ସ ସ୍ପନ୍ସର ରହିଥିଲେ। ଆୟୋଜକ କମିଟିର ଵିଟୁ ସାହୁ , ରାଜେଶ ତ୍ରିପାଠୀ , ବିଶ୍ୱ ପୁରୋହିତ , ହେମନ୍ତ ସାହୁ , ଓକିଲ ସାହୁ , ଜିଲୁ ବିଶ୍ୱାଳ , ପ୍ରେମ ମଳିକ , ସୁଜିତ ସରାଫ , ବଣ୍ଟି ସାହୁ , ଶିବାନନ୍ଦ ସାହୁ , ଦେବାଶିଷ ସାହୁ...

ଆକାଶ ସାହୁ , ସଞ୍ଜୟ ସାହୁ , ଅଙ୍କିତ ସାହୁ , ମଣ୍ଟୁ ସାହୁ , ରିକି ସାହୁ , ବିଶେଷ ସାହୁ , ରିଶବ ଜୈନ , ପିଣ୍ଟୁ ସାହୁ , ଲମ୍ବୁ ସାହୁ , ଚନ୍ଦ୍ରକାନ୍ତ ସାହୁ , ବିକାଶ ସାହୁ , ବଳଦେବ ଚନ୍ଦା , ଅମିତ ସାହୁ ପ୍ରମୁଖ ପ୍ରତିଯୋଗିତା ପରିଚାଳନାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।




Edited by k.s thakur...

Post a Comment

Previous Post Next Post