ଶୁଣ୍ଢୀ ସମାଜ ପକ୍ଷରୁ ରକ୍ତ ଦାନ ଶିବିରର ଆୟୋଜନ...

ଶୁଣ୍ଢୀ ସମାଜ ପକ୍ଷରୁ ରକ୍ତ ଦାନ ଶିବିରର ଆୟୋଜନ...


ବରଗଡ଼,୦୩/୧୧(ବିଜୟ କୁମାର ସାହୁ) : ଗତ କାଲି ବରଗଡ ଶୁଣ୍ଢୀ ସମାଜଦ୍ୱାରା ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ସ୍ଥାନୀୟ ବିଜୁପଟ୍ଟନାୟକ ଟାଉନ ହଲ ଠାରେ ଆୟୋଜନ କରାଯାଇ ଥିଲା।

Ad..


ଶୁଣ୍ଢୀ ସମାଜର ସଭାପତି ଉଦ୍ଧବ ଚରଣ ବେହେରା ଶିବିର କୁ ଉଦ୍ଘାଟନ କରି ସପରିବାର ରକ୍ତଦାନ କରିଥିଲେ,ପ୍ରତିବର୍ଷ ଏହି ରକ୍ତଦାନ ଶିବିର ଆୟୋଜନ ହୋଇଥାଏ।ଏଥିରେ ସମାଜର ବହୁ ରକ୍ତଦାତା ରକ୍ତଦାନ କରିଥାନ୍ତି।

         Ad..


ଏଥିର ମହିଳା ମାନେ ବେଶୀ ସଂଖ୍ୟାରେ ରକ୍ତଦାନ କରି ରେକର୍ଡ କରିଥିଲେ। ସଭାପତି ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରି ଉତ୍ସାହିତ କରିଥିଲେ ,ଶ୍ରୀମତୀ ସୁନୀତା ବେହେରା,ଅଧ୍ୟାପିକା ଅନୁପମା ବେହେରା,ଅଧ୍ୟାପିକା ବବିତା ବେହେରା...

Ad..


ଗୀତାଞ୍ଜଳି ସାହୁ,ମିଲିପମା ବେହେରା, ଗୀତା ସାହୁ, ସୁନିତା ବେହେରା (୨),ରୋଜିଶ୍ମିତ ବେହେରା, ସୁସ୍ମିତା ବେହେରା,ରୀନା ବେହେରା,ନୀଳମାଧବ ସାହୁ,ରାଜୁ ଚୌଧୁରୀ, କୌସ୍ତୁଵ ବେହେରା,ଅଙ୍କୁଶ ବେହେରା, ନିରଞ୍ଜନ ବେହେରା...

Ad..


ଶ୍ରିବନ୍ତ ସାହୁ,ଶାହିଲ କୁମାର ବେହେରା,ଶାଶ୍ଵତ ମହାନ୍ତି,ଗଣେଶ ମିର୍ଦ୍ଧା ରକ୍ତ ଦାନ କରିଥିଲେ,ଶ୍ରୀଯୁକ୍ତ ଅଶୋକ ପରିଡ଼ା,ନରେନ୍ଦ୍ର ସାହୁ,ଅଶୋକ ବେହେରା,ଗଣେଶ ବେହେରା ଓ ମୀନାକ୍ଷୀ ପରିଡ଼ା   ଶିବିରକୁ ପରିଚାଳନାରେ ସହାୟତା କରିଥିଲେ।

Ad..






Report : Bijay ku sahu

Edited by k.s thakur...

Post a Comment

Previous Post Next Post