ଶ୍ରୀ ଶ୍ରୀ ଚିତ୍ରଗୁପ୍ତ ଦେବଙ୍କ ପୂଜନୋତ୍ସବ ଓ କରଣ ସମାଜର ୧୬ତମ ବାର୍ଷିକ ଉତ୍ସବ ପାଳିତ...

ଶ୍ରୀ ଶ୍ରୀ ଚିତ୍ରଗୁପ୍ତ ଦେବଙ୍କ ପୂଜନୋତ୍ସବ ଓ କରଣ ସମାଜର ୧୬ତମ ବାର୍ଷିକ ଉତ୍ସବ ପାଳିତ...



କଣ୍ଟାବାଞ୍ଜି,୨୫/୧୦ : ଶ୍ରୀ ଶ୍ରୀ ଚିତ୍ରଗୁପ୍ତଦେବଙ୍କ ପୂଜନୋତ୍ସବ ଓ କରଣ ସମାଜ କଣ୍ଟାବାଞ୍ଜି ୧୬ତମ ବାର୍ଷିକ ଉତ୍ସବ କଣ୍ଟାବାଞ୍ଜି ଉପ କାରାଗାର ନିକଟସ୍ଥ କରଣ ସମାଜ ଭବନରେ ମହାସମାରୋହରେ ପାଳିତ ହୋଇଯାଇଛି। 
Ad..


ସମାଜର ସଭାପତି ପୂର୍ଣ୍ଣଦାନନ୍ଦ ମହାନ୍ତିଙ୍କ ସଭାପତିତ୍ୱରେ ଦିବସବ୍ୟାପି ବିଭିନ୍ନ କାର୍ଯ୍ୟକ୍ରମ ଓ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।କରଣ ସମାଜ କଣ୍ଟାବାଞ୍ଜିର ନୂତନ ସଭାପତି ଭାବେ ରାଜୀବ ମହାନ୍ତି ଓ ସମ୍ପାଦକ ଭାବେ ଦ୍ଵିତୀୟ ଥର ପାଇଁ  ଭୁବନାନନ୍ଦ ମହାନ୍ତି ଯଥାକ୍ରମେ ମନୋନୀତ ହୋଇଥିଲେ।
        Ad..
ସମାଜର ବରିଷ୍ଠ ସଦସ୍ୟ କୃଷ୍ଣ ମୁରାରୀ ମହାନ୍ତି,ଦାମୋଦର ମହାନ୍ତି, ଶୁକଦେବ ମହାନ୍ତି, ସୁରେଶ ମହାନ୍ତି, ବାବୁଲା ମହାନ୍ତି, କମଲେଶ ମହାନ୍ତି,  ବିଶ୍ୱନାରାୟଣ ବହିଦାର, ରମାକାନ୍ତ ଦାସ,  ମନୋଜ ପଟନାୟକ, ପ୍ରାଣଦା ନନ୍ଦ ମହାନ୍ତି, ସୁଭେନ୍ଦ୍ର ମହାନ୍ତି, ଲଳିତ ମୋହନ ମହାନ୍ତି...
Ad..
ପ୍ରକାଶ ପଟନାୟକ, ଲବ ମହାନ୍ତି, ପ୍ରଦ୍ୟୁମ୍ନ ବହିଦାର,  ଆଶିଷ ପାଣି ତଥା ମହିଳା ଙ୍କ ମଧ୍ୟରର କଲ୍ୟାଣୀ ମହାନ୍ତି,  ଡ଼ ସସ୍ମିତା ପଟ୍ଟନାୟକ,ମଧୁସ୍ମିତା ମହାନ୍ତି, ସସ୍ମିତା ଦାସ, ଅଞ୍ଜଳି ବହିଦାର, ନୀଳିମା ମହାନ୍ତି, ଅନ୍ଵେଷା ପଟ୍ଟନାୟକ, କ୍ରିଷ୍ଣା ମହାନ୍ତି, ବର୍ଷା ବହିଦାର, ଅନିତା ମହାନ୍ତି, ସୁଜାତା ମହାନ୍ତି...
Ad..
ମଞ୍ଜୁଲତା ମହାନ୍ତି  ଅନ୍ୟ ସଭ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।କଣ୍ଟାବାଞ୍ଜି ସହିତ ଆଖପାଖ ଅଂଚଳର ଅନେକ ସଭ୍ୟସଭ୍ୟା ଯୋଗଦାନ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲା।






Edited by k.s thakur...

Post a Comment

Previous Post Next Post