କୋଶଳେଶ୍ୱର ମାଳୀ ସମାଜ ଯୁବ ସଂଗଠନ ପକ୍ଷରୁ ସ୍ବର୍ଗତ ରାଜେଶ ପଟେଲ ଙ୍କ ଘରକୁ ଆର୍ଥିକ ସହଯୋଗ ପ୍ରଦାନ...

କୋଶଳେଶ୍ୱର ମାଳୀ ସମାଜ ଯୁବ ସଂଗଠନ ପକ୍ଷରୁ ସ୍ବର୍ଗତ ରାଜେଶ ପଟେଲ ଙ୍କ ଘରକୁ ଆର୍ଥିକ ସହଯୋଗ ପ୍ରଦାନ...


କଣ୍ଟାବାଞ୍ଜି,୧୧/୦୯ : ବଲାଙ୍ଗୀର ଜିଲ୍ଲା କୋଶଳେଶ୍ୱର ମାଳୀ ସମାଜ ଯୁବ ସଂଗଠନର ପ୍ରୟାସ ଓ ନିଷ୍ଠାପର ସହଯୋଗରେ ଅଗ୍ନିକାଣ୍ଡ ଦ୍ଵାରା ପ୍ରାଣ ହରାଇଥିବା ନୂଆପଡା ଜିଲ୍ଲା ତୁକୁଳା ଗ୍ରାମର ସ୍ବର୍ଗତ ରାଜେଶ ପଟେଲ ଙ୍କ ଘରକୁ ଆଜି ଆର୍ଥିକ ସହଯୋଗ ପ୍ରଦାନ କରାଯାଇଥିଲା। 

Ad..


ବଲାଙ୍ଗୀର ଜିଲ୍ଲା ଯୁବ ସଂଗଠନ ର ସଦସ୍ୟ ମାନେ ଯାଇ ମୋଟ ୧୨୦୦୧ ଟଙ୍କା ଆର୍ଥିକ ରାଶି ସହଯୋଗ କରିଛନ୍ତି। ତାଙ୍କ ଶୋକ ସନ୍ତପ୍ତ ପରିବାର ଜନଙ୍କୁ ଦାରୁଣ ଦୁଃଖ ସହିବାର ଧୈର୍ଯ୍ୟ, ଶକ୍ତି ଓ ସାହସ ଦିଅନ୍ତୁ ବୋଲି ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥିଲେ ।

Ad..


ସମସ୍ତେ ନିଷ୍ଠାପର ଭାବରେ ସ-ହୃଦୟତାର ସହ ସାହାଯ୍ୟ ର ହାତ ବଢ଼ାଇଥିବାରୁ ବଲାଙ୍ଗୀର ଜିଲ୍ଲା ଯୁବ ସଂଗଠନ ର ସମସ୍ତ ସଦସ୍ୟ ମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜଣାଇ ଥିଲେ ଶୋକ ସଂତପ୍ତ ପରିବାର ବର୍ଗ।

Ad..


ଆଜିର ଏହି ମହତ୍ କାର୍ଯ୍ୟ ରେ କୋଶଲିଆ ମାଲି ସମାଜ ଯୁବ ସଂଗଠନ ବଲାଙ୍ଗୀର ଜିଲ୍ଲା ସଭାପତି -ରାଜୁ ପୁଟେଲ,ଉପ ସଭାପତି - ଲିଙ୍ଗରାଜ ପୁଟେଲ,କୋଶଲିଆ ମାଲି ସମାଜ ବିକାଶ ପରିଷଦ ଉପ ସଭାପତି -କିଶୋର ପୁଟେଲ...

Ad..


ସମ୍ପାଦକ -ପରସନ୍ନ ପୁଟେଲ,ସହ ସମ୍ପାଦକ -ଗଦନ ପୁଟେଲ,କୋଷାଧକ୍ଷ -ଗୋବିନ୍ଦ ପୁଟେଲ,ପ୍ରଦୀପ ପୁଟେଲ, ବରଞ୍ଚି ପୁଟେଲ,ଟଙ୍କଧର ପୁଟେଲ,ହୃଦାନନ୍ଦ ପୁଟେଲ ପ୍ରମୁଖ ସାହାଯ୍ୟ ସହଯୋଗ କରିଥିଲେ।




Edited by k.s thakur...

Post a Comment

Previous Post Next Post