ନିଆଁଲି ମଲି ନାଟ୍ୟ କଲାପରିଷଦ ଗୌରେନ ମୁଣ୍ଡା ମାହାର ପାଲି ଛକଠାରେ ନୂଆଖାଇ ଭେଟଘାଟ...
ବରଗଡ,୦୧/୦୯ (ବିଜୟ କୁମାର ସାହୁ) : ଗୌରେନ ମୁଣ୍ଡା -ମାହାର ପାଲି ସ୍ଥାନିୟ ଶନି ମନ୍ଦିର ଛକ ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।ଏହିଭେଟଘାଟ ଉତ୍ସବ ରେ ନାଟ୍ୟ ଭୁଷଣ ଇନ୍ଦ୍ରମଣି ବାରିକ ଙ୍କ ସଭାପତି ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।
Ad..
କଳାକାର ସଙ୍ଗ ସଭାପତି ରଂଜନ କୁମାର ପଣ୍ଡା ଗାଇସିଲେଟ ଓ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ସରପଞ୍ଚ ଗୈାରେନମୁଣ୍ଡା ଶ୍ରୀମତୀ ବିଲାଶିନିସାହୁ ଗୈାରେନମୁଣ୍ଡା ଗ୍ରାମ ପଞ୍ଚାୟତ ମୁଖ୍ୟବକ୍ତା ରୂପେ ଯାଗେଶ୍ବର ନନ୍ଦ ସମିତି ସଭ୍ୟ ଓ ଅନ୍ୟ ତମ ବରେଣ୍ୟ ଅତିଥି କଂସ ମହାରାଜ...
Ad..
ଅକ୍ଷୟ ଭୋଇ ଓ ନାଟ୍ୟ କାର ନିର୍ଦ୍ଦେଶକ ଗୁରୁ ହୁଶିକେଶଦାସ କଳା ପରିଷଦ ର ସାଧାରଣ ସମ୍ପାଦକ ରାଧେଶ୍ୟାମ ତ୍ରିପାଠୀ ଓ କୋଷାଧ୍ୟକ୍ଷ ଦିଲିପ ପାଣି ମଞ୍ଚାସିନଥିଲେ। ଏହିଭେଟଘାଟ ଉତ୍ସବ ରେ ଆମର ଶିଘାତିହାର ନୂଆଁ ଖାଇ ଉପରେ ଅତିଥି ମାନେ ବିଭିନ୍ନ ବକ୍ତବ୍ୟ ରଖିଥିଲେ ଓ କେମିତି ଭାବରେ ଆହୁରି ଅଧିକ ତାର ପଚାର ହୋଇପାରିବ।
Ad..
ଗୁରୁତର ଦେଇଥିଲେ ଏହି ଉତ୍ସବ ରେ ପଶ୍ଚିମ ଓଡ଼ିଶାର ଅନେକ ନାଟ୍ୟ କଳାକାର ମାନଙ୍କୁ ସମ୍ମାନିତ କରାଯାଇଥିଲା ବରଗଡ଼ ଜିଲ୍ଲା ସମ୍ବଲପୁର ଜିଲ୍ଲା ବଲାଙ୍ଗୀର ଜିଲ୍ଲା ଦେବଗଡ଼ ଜିଲ୍ଲାର ନାଟ୍ୟ କଳାକାର ମାନଙ୍କୁ ସମ୍ମାନିତ କରାଯାଇଥିଲା ଓ ଦିତୀୟ ଅଧିବେଶନରେ ଅଞ୍ଚଳ ନୃତ୍ୟ ଶିଳ୍ପୀ ମାନଙ୍କୁ ନେଇ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।
Ad..
ଏଥିରେ ଭାଗ ନେଇଥିଲେ ଅନେକ ନୃତ୍ୟ ଶିଳ୍ପୀ ମାନେ। ବିଚାରକ ଭାବରେ ଥିଲେ ରାଜକୁମାର ସାହୁ ଓ କୁମୁଦ ଚନ୍ଦ୍ର ନାୟକ ଏବଂ ଲୋମୋଦର ସାହୁ ତିନି ଜଣ ନୃତ୍ୟ ପ୍ରତି ଯୋଗିଙ୍କୁ ମାନପତ୍ର ଓ ଉପଢ଼ୌକନ ଅର୍ଥ ରାଶି ପ୍ରଦାନ କରଯାଇଥିଲା।
Ad..
ଏହି କାର୍ଯ୍ୟକ୍ରମ ରେ କୃତି କଳାକାର ମାନଙ୍କୁ ସମ୍ମାନିତ କରାଯାଇଥିଲା ସେମାନେ ହେଲେ ନାଟ୍ୟ ଗୁରୁ ଗଙ୍ଗାଧର ସାହୁ ଓ କଣ୍ଠଶିଳ୍ପୀ କମଲ ଛତର ଦଶରଥ ବାଗ କଣ୍ଠଶିଳ୍ପୀ ଏବଂ ଅନ୍ୟାନ୍ୟ କଳାକାର ମାନଙ୍କୁ ସମ୍ମାନିତ କରାଯାଇଥିଲା।
Ad..
ସେମାନେ ହେଲେ ବିଶିଷ୍ଟ କଳାକାର କିଶୋର କୁମାର ପଟେଲ ନେହେରୁ ସରାଫ ନବିନଷାଣ୍ଡ ବିରଞ୍ଚି ବରିହା ମଧୁସୂଦନ ବରିହା ମେଘନାଦ ଖର୍ସେଲ ବରିଷ୍ଠ କଳାକାର ସୁଦର୍ଶନ ବରିହା ବାବାଜୀ ପୁଟେଲ ଆଶୁତୋଷ ବାରିକ...
ଅଭିମନ୍ୟୁ ଥନାପତି, ସିତାରାମ ସେଠ ସତ୍ୟରଞ୍ଜନ ଦଳପତି ଉଦଘୋଶକ ଭାବରେ ମଞ୍ଚ ପରିଚାଳନା କରିଥିଲେ।ସଭାସେଶରେ ଧନ୍ୟବାଦ ଅର୍ପଣ କରିଥିଲେ କଳା ପରିଷଦ ର ପ୍ରତିଷ୍ଠାତା ଇନ୍ଦ୍ରମଣି ବାରିକ। ତିନି ହଜାର ଦର୍ଶକ ମନଭରି ଉପଭୋଗ କରିଥିଲେ।
Report : Bijay ku sahu
Edited by k.s thakur...
Tags:
Bargarh
bargarh news
latest news
latest update
nuakhai bhaet ghat
odisha daily current affairs







