ବରଗଡ଼ ଜିଲ୍ଲା ପଦ୍ମପୁର ଟାଉନ୍ କ୍ଲବ ଠାରେ ସ୍ବାଧୀନତା ଦିବସ ପାଳିତ...
ବରଗଡ଼,୧୬/୦୮ : ବରଗଡ଼ ଜିଲ୍ଲା ପଦ୍ମପୁର ସର୍ବ ପୁରାତନ ଟାଉନ୍ କ୍ଲବ ଠାରେ ପ୍ରତିବର୍ଷ ଭଲି ଚଳିତ ବର୍ଷ ୭୯ ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି।
Ad..
ଏହି ଦିବସରେ ମୁଖ୍ୟ ଅତିଥି ଭାବରେ ଟାଉନ୍ କ୍ଲବ ର ପୁର୍ବତନ ସଭାପତି ଶିରୀଶ କୁମାର ବହିଦାର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ ।
Ad..
ଅନ୍ଯ ଅତିଥି ଭାବରେ ବରିଷ୍ଠ ନାଗରିକ ତଥା କ୍ଲବ ର ବରିଷ୍ଠ ସଦସ୍ୟଗଣ ଗୋବିନ୍ଦ ଅଗ୍ରୱାଲ, ଲାଲ ବିହାରୀ ମିଶ୍ର, ଧନମାଳୀ ସାହୁ,ନୀଳମାଧବ ଦୋରା ପ୍ରମୁଖ ଙ୍କ ସମେତ କ୍ଲବ ସଭାପତି, ସମ୍ପାଦକ ଓ ସମସ୍ତ ସଦସ୍ୟ ମାନେ ଯୋଗଦାନ ଦେଇଥିଲେ।
Ad..
Report : Bijay ku sahu
Edited by k.s thakur...




