ବରଗଡ଼ ଜିଲ୍ଲା ଭଟଲି କୁଶନପୁରୀ ଗାଁ ରେ ବାହୁଡ଼ା ରଥ ଯାତ୍ରା ସମାପନ...

ବରଗଡ଼ ଜିଲ୍ଲା ଭଟଲି କୁଶନପୁରୀ ଗାଁ ରେ ବାହୁଡ଼ା ରଥ ଯାତ୍ରା ସମାପନ...


ବରଗଡ଼,୦୫/୦୭ : ବରଗଡ଼ ଜିଲ୍ଲା ଭଟଲି ବ୍ଲକ କୁଶନପୁରୀ ଗାଁ ରେ ବାହୁଡା଼ ଯାତ୍ରା ରଥ ଯାତ୍ରା ସମାପନ ହୋଇଯାଇଛି। 

      Ad..


ଭଟଲି ନିର୍ବାଚନ ମଣ୍ଡଳୀ ର ବିଧାୟକ ଯୁବନେତା ଇରାସିସ୍ ଆଚାର୍ଯ୍ୟ ଯୋଗଦାନ ଦେଇ ସମସ୍ତ ନିତିକାନ୍ତି ଓ ଛେରାପହରା କାର୍ଯକ୍ରମ ରେ ସହଯୋଗ କରି ସମାପନ କରିଥିଲେ। 

Ad..


କୁଶନପୁରୀ ଗାଁ ର ସମସ୍ତ ଜନସାଧାରଣ ଙ୍କ ଯୋଗଦାନ ରେ ରଥଯାତ୍ରା ସମାପନ ହୋଇ ବାହୁଡା ରଥ ଟଣା ହୋଇଛି।

Ad..






Report : Bijay ku sahu

Edited by k.s thakur...

Post a Comment

Previous Post Next Post