ନର୍ସିଙ୍ଗ ସିଂ ଙ୍କ ସଙ୍ଗଠନ ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଜନ୍ମଦିନ ଅବସରରେ ରକ୍ତଦାନ ଶିବିରର ଆୟୋଜନ...

ନର୍ସିଙ୍ଗ ସିଂ ଙ୍କ ସଙ୍ଗଠନ ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଜନ୍ମଦିନ ଅବସରରେ ରକ୍ତଦାନ ଶିବିରର ଆୟୋଜନ...


ଟିଟିଲାଗଡ଼,୨୬/୦୬ : ଆଜି ଟିଟିଲାଗଡ଼ ଠାରେ ଟିମ ନର୍ସିଙ୍ଗ ସିଂ ତରଫରୁ ରାଜ୍ୟ ଯୁବ ମୋର୍ଚା ସଂଯୋଜକ ନର୍ସିଙ୍ଗ ସିଂ ଙ୍କ ନେତୃତ୍ୱ ରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଙ୍କ ୫୬ତମ ଜନ୍ମଦିନ ଅବସରରେ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା। 

Ad..


ଏହି ରକ୍ତଦାନ ଶିବିରରେ ୩୬ ୟୁନିଟ ରକ୍ତ ସାଂଗ୍ରହ କରାଯାଇଥିଲା।ଏହି କାର୍ଯ୍ୟକ୍ରମ କୁ ରାଜ୍ୟ ଯୁବ ମୋର୍ଚା ସଂଯୋଜକ ନର୍ସିଙ୍ଗ ସିଂ ଉଦଘାଟନ କରିଥିବା ବେଳେ ତାଙ୍କ ସହ ଯୁବ ସମାଜ ସେବୀ ବିଜୟ ମେହେର ଓ ଧୂଵଲେ ପୋଢ଼, ବିଶ୍ୱନାଥ ଛତ୍ରିଆ...

            Ad..


ଜୋତି ହରପାଲ, , ଟିକୁ ସାହୁ, ଧର୍ମୁ ଛତର, ସୋହେଲ ଖାନ, ଲାବନ ନାୟକ, କମଳା କାନ୍ତ ଗହୀର, ବିଟୁ ତାଣ୍ଡି, କୈଳାଶ ବାଗ, ରହୁ ରାଇଗୁରୁ, ଗଙ୍ଗା ନାଗ, ଯୋଗେଶ୍ୱର ଚନ୍ଦନ, ଯଶୋବନ୍ତ ପାଣିଗ୍ରାହୀ, ପିଣ୍ଟୁ ସାହୁ, ସତ୍ୟମ ସାହୁ ଉପସ୍ଥିତ ଥିଲେ।



Edited by k.s thakur...



Post a Comment

Previous Post Next Post