ଆଜି ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ...

ଆଜି ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ...


ଭୁବନେଶ୍ଵର,୦୬/୦୬ : ଆଜି ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ବସିବ ରାଜ୍ୟ କ୍ୟାବିନେଟ ବୈଠକ। ଭୁବନେଶ୍ୱରର ଲୋକସେବା ଭବନରେ ଏହି ବୈଠକ ଆରମ୍ଭ ହେବ। 

            Ad..


ତେବେ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର ବାଜିବ ବୋଲି ଚର୍ଚ୍ଚା ହେଉଛି।ଉକ୍ତ ବୈଠକରେ ଅନେକ ମାନ୍ୟଗଣ୍ୟ ନେତା ଏବଂ ମନ୍ତ୍ରୀମାନେ ଯୋଗଦେବେ। ଏହାପରେ ସମସ୍ତ ତଥ୍ୟ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଉପସ୍ଥାପନା କରାଯିବ। 

         Ad..


ତେବେ ବୈଠକ ଶେଷ ହେବା ପରେ ଜଣାପଡିବ କେଉଁ ପ୍ରସ୍ତାବ ଉପରେ ଆଲୋଚନା ହୋଇଛି ଏବଂ କେଉଁ ପ୍ରସ୍ତାବ ଉପରେ ପ୍ରସ୍ତାବ କ୍ୟାବିନେଟ୍ ମୋହର ବାଜିଛି।



Edited by k.s thakur...



Post a Comment

Previous Post Next Post