ତୁରେକେଲା ଗୋଷ୍ଠି ଶିକ୍ଷା ଅଧିକାରୀ ଙ୍କୁ ସ୍ବାଗତ ସମ୍ବର୍ଦ୍ଧନା...
କଣ୍ଟାବାଞ୍ଜି,୦୬/୦୫ : ତୁରେକେଲା ଗୋଷ୍ଠି ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ରେ ନୂତନ ଭାବରେ ଗୌରାଙ୍ଗ ପଟେଲ ତୁରେକେଲା ବ୍ଲକ୍ ଗୋଷ୍ଠି ଶିକ୍ଷା ଅଧିକାରୀ ଭାବରେ ଯୋଗ ଦେଇଛନ୍ତି।
Ad..
ତାଙ୍କୁ ସ୍ୱାଗତ କରିବା ପାଇଁ ତୁରେକେଲା ବ୍ଲକ୍ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସଂଘ ତାର ଏକ ବୈଠକ ଅନୁଷଠିତ ହୋଇ ଥିଲା ଯେଉଁଥିରେ ସମସ୍ତ ସଙ୍ଘୀୟ କର୍ମ କର୍ତ୍ତା ଙ୍କ ତରଫ ରୁ ଶ୍ରୀ ପଟେଲ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା।
Ad..
ଉକ୍ତ ବୈଠକ ରେ ତୁରେକେଲା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଫକୀର ଚରଣ ବିଶି ତଥା ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ଦିନେଶ ମହାନନ୍ଦ, ବିରଞ୍ଚି ନାରାୟଣ ଦାସ, ପ୍ରେମ ରାଜ ପାଣିଗ୍ରାହି, ଧନ ସିଂ ମାଝୀ, ମୋହନ ବରିହା,ଗୁରୁ ପ୍ରସାଦ ଛତ୍ରିଆ, କୃତିବାସ ବରିହା,ଅନୁପ ଦାସ, ଗଜୟ ଦାସ, ଅମର ବାଗ ଉପସ୍ଥିତ ଥିଲେ।
Edited by k.s thakur...



