ମହିଳା ସ୍ନାତକ ମହାବିଦ୍ୟାଳୟ କଣ୍ଟାବାଞ୍ଜି ଅଧ୍ୟାପକ ଙ୍କ ଅକାକ ବିୟୋଗ...

ମହିଳା ସ୍ନାତକ ମହାବିଦ୍ୟାଳୟ କଣ୍ଟାବାଞ୍ଜି  ଅଧ୍ୟାପକ ଙ୍କ ଅକାକ ବିୟୋଗ... 


କଣ୍ଟାବାଞ୍ଜି,୨୬/୦୪ : ମହିଳା ସ୍ନାତକ ମହାବିଦ୍ୟାଳୟ କଣ୍ଟାବାଞ୍ଜି ର ଇତିହାସ ବିଭାଗ ର ଅଧ୍ୟାପକ ରାଜୀବ କୁମାର ମେହେର ଙ୍କ ଅକାଳ ବିୟୋଗ ହୋଇଯାଇଅଛି। ସେ ବିଗତ ୨୫ ବର୍ଷ ହେଲା ଏହି ମହାବିଦ୍ୟାଳୟ ରେ ଅଧ୍ୟାପନା କରିଥିଲେ।

           Ad..


ତାଙ୍କର ଆବର୍ତମାନ ରେ  କଣ୍ଟାବାଞ୍ଜି ର ଶିକ୍ଷାବିତ୍ ମାନଙ୍କ ମଧ୍ୟରେ ଶୋକ ର ଛାୟା ଖେଳି ଯାଇଅଛି। ତାଙ୍କୁ ବସ୍ରଧଞଳି ପୂର୍ବକ ମହିଳା ସ୍ନାତକ ମହାବିଦ୍ୟାଳୟ ରେ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ପୁରୋହିତ ଙ୍କ ଅଧ୍ୟକ୍ଷତା ରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଅଛି। 

ଏହି ଶୋକ ସଭାରେ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ, ଅଧ୍ୟାପିକା,କର୍ମଚାରୀ ଓ ଛାତ୍ରୀମାନେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରି ସ୍ବର୍ଗତ ମେହେର ଙ୍କ ଆତ୍ମା ର ସଦଗତି କାମନା କରିଥିଲେ।ସୂଚନା ଥାଉ କି ସେ ଜଣେ ମିଷ୍ଠ ଭାଷୀ, ଛାତ୍ରୀ ବସ୍ଥଳ ଅଧ୍ୟାପକ ଥିଲେ।




Edited by k.s thakur...

Post a Comment

Previous Post Next Post