ମହାତ୍ମା ଗାନ୍ଧୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବସ ଦୁର୍ଘଟଣା ଗସ୍ତ, ଦୁଇ ଜଣ ଗୁରୁତର ଆହତ...
ସିନ୍ଧେକେଲା,୩୦/୦୩ : ମହାତ୍ମା ଗାନ୍ଧୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗ୍ରୀଷ୍ମ କାଳୀନ କୋର୍ସ କରିବା ଯାଉଥିବା ବସ ଦୁର୍ଘଟଣା ଗସ୍ତ। ଛାତ୍ରୀମାନେ ସୁରକ୍ଷିତ ଥିବା ବେଳେ ବସ୍ ଚାଲକ ଏବଂ ଜଣେ ଅଧ୍ୟାପକ ଗୁରୁତର ଆହତ।
Ad..
ସୂଚନା ଅନୁସାରେ, ଦୁଇ ଗୋଟି ବସ ରେ ଛାତ୍ର, ଛାତ୍ରୀ ଙ୍କୁ ନେଇ ଯାଉଥିବା ବେଳେ ବସ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଆହତ ଙ୍କୁ ଖଡିଆଳ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇଅଛି। ସମସ୍ତ ଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସରିଥିବା ବେଳେ ସମସ୍ତେ ସୁରକ୍ଷିତ ଥିବା ସ୍ୱାସ୍ଥ୍ୟ ଅଧିକାରୀ ଡ଼.ରଞ୍ଜିତ ରାଉତ ପ୍ରକାଶ କରିଛନ୍ତି।
Edited by k.s thakur...


