ଗନ୍ଧମାର୍ଦ୍ଦନ ପାହାଡରେ ପୁଲିସ୍-ମାଓବାଦୀ ଗୁଳି ବିନିମୟ, ମୃତାହତ ନେଇ ମିଳିନି ସୂଚନା...

ଗନ୍ଧମାର୍ଦ୍ଦନ ପାହାଡରେ ପୁଲିସ୍-ମାଓବାଦୀ ଗୁଳି ବିନିମୟ, ମୃତାହତ ନେଇ ମିଳିନି ସୂଚନା...


ଖପ୍ରାଖୋଲ,୨୯/୦୩ : ଗନ୍ଧମାର୍ଦ୍ଦନ ପାହାଡରେ ପୁଲିସ୍-ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। କାଲି ରାତିରୁ ଖପ୍ରାଖୋଲ ଥାନା ଗନ୍ଧମାର୍ଦ୍ଦନ ପାହାଡ ପାଦଦେଶରେ ଗୁଳି ବିନିମୟ ଜାରି ରହିଛି। ଉକ୍ତ ସ୍ଥାନରେ ମାଓବାଦୀମାନେ ଲୁଚି ରହିଥିବାର ଖବର ପାଇ ପୁଲିସ୍ କମ୍ବିଂ ଅପରେସନ୍ ଜାରି ରଖିଥିଲା। 

Ad..


ବର୍ତ୍ତମାନ ପର୍ଯ୍ୟନ୍ତ କେହି ମୃତାହତ ନେଇ କୌଣସି ସୂଚନା ମିଳିନି। ସେପଟେ ଛତିଶଗଡ ସୁକମା ଜିଲ୍ଲାରେ ମଧ୍ୟ  ଡିଆରଜି ଏବଂ ସିଆରପିଏଫ୍ କୋବ୍ରା ଯବାନଙ୍କ ମଧ୍ୟ ମିଳିତ ଅପରେସନ୍ ହୋଇଛି।  ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୧୬ ଜଣ ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି।



Edited by k.s thakur...

Post a Comment

Previous Post Next Post