ପଦ୍ମପୁର ରେଞ୍ଜ ଗାଇସିଲେଟ ଫରେଷ୍ଟ ତରଫରୁ ଚଢ଼ାଉ, ଟ୍ରାକ୍ଟର ସହ ଖଇର କାଠ ଜବତ,ଜଣେ ଗିରଫ...

ପଦ୍ମପୁର  ରେଞ୍ଜ ଗାଇସିଲେଟ ଫରେଷ୍ଟ ତରଫରୁ ଚଢ଼ାଉ, ଟ୍ରାକ୍ଟର ସହ ଖଇର କାଠ ଜବତ,ଜଣେ ଗିରଫ...


ବରଗଡ଼,୧୬/୦୩ : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଗାଇସିଲେଟ ଫରେଷ୍ଟ ରେଞ୍ଜ ଅଚଳ ରେ ବଡ ଧରଣର ଚଢ଼ାଉ କରାଯାଇ ୧ ଲକ୍ଷ ୭ ହଜାର ୫୦୦ ଟଙ୍କା ମୂଲ୍ୟର ଖଇର କାଠ ଜବତ କରାଯିବା ସହ ଓଡି ୧୭ ଜେ ୦୭୧୪ ନମ୍ବର ଟ୍ରାକ୍ଟର,ଟ୍ରଲି ସହ ତିର୍ଥ ସାହୁ ନାମକ ଜଣେ ବ୍ୟକ୍ତି ଙ୍କୁ ଗିରଫ କରାଯାଇଥିବା ପଦ୍ମପୁର ରେଞ୍ଜର ସୁଦାମ ଜିଲ୍ଲା ସୂଚନା ଦେଇଛନ୍ତି। 

Ad..


ଗାଇସିଲେଟ ଡାଙ୍ଗବାହାଲ ଗାଁ ଅଚଳ ରେ ଚଢାଉ କରାଯାଇଥିବା ବେଳେ ଚଢ଼ାଉ ରେ ବନ କର୍ମଚାରୀ ଅଶ୍ୱିନୀ କୁମାର  ଭୋଇ ଫୋଟଷ୍ଟର , ଝରଣା ସାହୁ ଫରେଷ୍ଟର ,ଗଣେଶ ସାହୁ ,ସ୍କ୍ବାଡ୍ ଚନ୍ଦନ ପଦ୍ମ ,ସ୍କ୍ବାଡ୍ ବାସୁଦେବ ସାହୁ ସ୍କ୍ବାଡ୍ପ ପ୍ରମୁଖ ସାମିଲ ହୋଇଥିଲେ।

              Ad..


ଜବତ୍ ଖଇର କାଠ ଘଟଣା କୁ ନେଇ ମସଲା ରୁଜୁ ହୋଇଥିବା ବେଳେ ଅଧିକ ତଦନ୍ତ ଅବ୍ୟାହତ ରହିଛି ବୋଲି ବିଭାଗ ଅଧିକାରୀ କହିଛନ୍ତି।



Report : Bijay ku sahu

Edited by k.s thakur...

Post a Comment

Previous Post Next Post