ବଙ୍ଗୋମୁଣ୍ଡା ଓକିଲ ସଂଘ କର୍ମକର୍ତ୍ତା ନିର୍ବାଚିତ:.ସୁଧାଂଶୁ ଦାସ ସଭାପତି, କୈଳାସ ବିଶ୍ୱାଳ ସମ୍ପାଦକ...
ବଙ୍ଗୋମୁଣ୍ଡା,୨୯/୦୩ :- ଓଡ଼ିଶା ଓକିଲ ସଙ୍ଘ ନିର୍ଦ୍ଦେଶ କ୍ରମେ ଶନିବାର ଦିନ ବଙ୍ଗୋମୁଣ୍ଡା ଓକିଲ ସଂଘର ୨୦୨୫-୨୬ ବର୍ଷ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ବେଦାନ୍ତ ସାହୁ ନିର୍ବାଚନ ଅଧିକାରୀ ଭାବେ ନିର୍ବାଚନ ପରିଚାଳନା କରିଥିବାବେଳେ ବରିଷ୍ଠ ଆଇନଜୀବୀ ସୁଧାଂଶୁ ଦାସ ଙ୍କୁ ସଭାପତି ଭାବେ ନିର୍ବାଚିତ କରାଯାଇଛି।
Ad..
ଦ୍ଵିତୀୟ ଥର ପାଇଁ ଶ୍ରୀ ଦାସ ସଭାପତି ହୋଇଛନ୍ତି ।ସମ୍ପାଦକ ଭାବେ କୈଳାସ ବିଶ୍ୱାଳ,ଉପସଭାପତି ପ୍ରଦୀପ ଶର୍ମା,ଯୁଗ୍ମ ସମ୍ପାଦକ ହେମନ୍ତ ନାୟକ,ସହ ସମ୍ପାଦକ ବୁଦ୍ଧଦେବ ଭରାସଗରିଆ,ଗ୍ରନ୍ଥାଗାର ସଂପାଦକ ଦିନେଶ ତାଣ୍ଡି,କୋଷାଧ୍ୟକ୍ଷ ସନ୍ତୋଷ ପୁରୋହିତ,କାର୍ଯକାରୀ ସଦସ୍ୟ ବରିଷ୍ଠ ଆଇନଜୀବୀ ଭବାନୀ ଶଙ୍କର ରାଓ,ରାଜୁ କୁମ୍ଭାର, ସୌଦାଗର ସାହୁ, ନଳୀନି ମେହେର, ମିତ୍ରଭାନୁ ମେହେର,ଯଶପାଲ ମେହେର, ବେଦାନ୍ତ ସାହୁ, ପଦ୍ମଲୋଚନ ସାହୁ, ସୁବାସ ମହାନନ୍ଦ, ସୁନିଲ ପୁଟେଲ, ମନ୍ଦାକିନୀ ତାଣ୍ଡି ନିର୍ଦ୍ବନ୍ଦ ରେ ନିର୍ବାଚିତ ହୋଇଛନ୍ତି।
Edited by k.s thakur...
Tags:
bangomunda
bar association
election
latest news
latest update
odisha daily current affairs
result


