ଜ୍ଞାନ ପ୍ରକାଶ ର ନବମ ଜାତୀୟ ସମ୍ମିଳନୀ ଜୁନ- ୨୨ ରେ...ଉନ୍ମୋଚନ ହେଲା ଜ୍ଞାନ ପ୍ରକାଶ ର ପୋଷ୍ଟର...

ଜ୍ଞାନ ପ୍ରକାଶ ର ନବମ ଜାତୀୟ ସମ୍ମିଳନୀ ଜୁନ- ୨୨ ରେ...ଉନ୍ମୋଚନ ହେଲା ଜ୍ଞାନ ପ୍ରକାଶ ର ପୋଷ୍ଟର...


ବରଗଡ଼,୧୯/୦୩ : ଚୈତ୍ର କୃଷ୍ଣ ପକ୍ଷ ପ୍ରଥମ ମଙ୍ଗଳବାର ଦିନ ସ୍ଥାନୀୟ କାଳୀ ମନ୍ଦିର ଠାରେ ଜାତୀୟ ସ୍ତରୀୟ ସାହିତ୍ୟ ସଂସଦ ଜ୍ଞାନ ପ୍ରକାଶ  ବରଗଡ଼ ର ବରିଷ୍ଠ କଳାକାର ଶ୍ରୀ ସତ୍ୟ ନାରାୟଣ ପଣ୍ଡା ଙ୍କ ଦ୍ଵାରା ପୋଷ୍ଟର ଉନ୍ମୋଚିତ ହେଇ ଯାଇଅଛି।

         Ad..


ଜ୍ଞାନ ପ୍ରକାଶ ର ନବମ ଜାତୀୟ ସମ୍ମିଳନୀ  ଆସନ୍ତା ଜୁନ ମାସ ୨୨ ତାରିଖ ରବିବାର ଦିନ ଭୁବନେଶ୍ଵର ଜୟଦେବ ଭବନ ଠରେ ଉକ୍ତ ସମ୍ମିଳନୀ ମହାଆଡମ୍ବରରେ ପାଳିତ ହେବ ବୋଲି ଜ୍ଞାନ ପ୍ରକାଶ ର ମୁଖ୍ୟ ଶ୍ରୀ ଜ୍ଞାନ ଚାନ୍ଦ ଶତପଥୀ ଜଣାଇଛନ୍ତି।

Ad..


 ଏହି ଅବସରରେ ଜ୍ଞାନ ପ୍ରକାଶ ପକ୍ଷରୁ ବିଶିଷ୍ଟ କବି/ ଲେଖକମାନଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯିବ। ଆଜିର ଏହି ପୋଷ୍ଟର ଉନ୍ମୋଚନ ରେ ବରଗଡ଼ ଜିଲ୍ଲା ମୁଖ୍ୟ ବିରେନ୍ଦ୍ର ମିଶ୍ର ଓ ପ୍ରତିଦିନ ର ଜିଲ୍ଲା ପ୍ରତିନିଧି ତୁଳସୀ ଚରଣ ଦାଶ ଉପସ୍ଥିତ ଥିଲେ।



Report : Bijay ku sahu

Edited by k.s thakur...



Post a Comment

Previous Post Next Post