କଂଗ୍ରେସର ସଂକଳ୍ପ ପଦଯାତ୍ରା ସମୟରେ ଭକ୍ତ ଦାସ ଆହତ...

କଂଗ୍ରେସର ସଂକଳ୍ପ ପଦଯାତ୍ରା ସମୟରେ ଭକ୍ତ ଦାସ ଆହତ...


ଭୁବନେଶ୍ୱର,୧୮/୦୨ : ଆଜିଠୁ କଂଗ୍ରେସର ତିନି ଦିନିଆ ସଂକଳ୍ପ ପଦଯାତ୍ରା ଆରମ୍ଭ ହୋଇଛି । ଏହି ସଂକଳ୍ପ ପଦଯାତ୍ରା ମଙ୍ଗଳବାର ସକାଳ ସମୟରେ ଭୁବନେଶ୍ୱର ବିମାନବନ୍ଦରରୁ ବାହାରି ଲିଙ୍ଗିପୁର ଅଭିମୁଖେ ଯାଇଥାନ୍ତା।

Ad..


ହେଲେ ଏୟାରପୋର୍ଟରୁ ରାଲି ବାହାରି ଶିଶୁଭବନ ଛକ ଆସିବାବେଳେ ଠେଲାପେଲାରେ ଆହତ ହୋଇଛନ୍ତି ଓଡ଼ିଶା କଂଗ୍ରେସ ସଭାପତି ଭକ୍ତ ଦାସ।

    Ad..


ଅଣନିଶ୍ୱାସୀ ହେବା ସହ ଡାହାଣ ହାତରେ ଆଘାତ ହେବା କାରଣରୁ ଭକ୍ତ ଦାସ ଙ୍କୁ କିଛି ସମୟ ପାଇଁ ଆମ୍ବୁଲାନ୍ସରେ ରଖାଯାଇଥିଲା ।ଖବର ଅନୁଯାୟୀ, ଭୁବନେଶ୍ୱର ବିମାନବନ୍ଦରରୁ ପୁରୀ ଯାଏଁ ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ଵରେ ତିନି ଦିନିଆ ସଂକଳ୍ପ ପଦଯାତ୍ରା କରିବ କଂଗ୍ରେସ।



Edited by k.s thakur...


Post a Comment

Previous Post Next Post