ବଦଳିବ ଭୂମିହୀନଙ୍କ ସଂଜ୍ଞା, ଜାଗା ସରକାର ଦେବେ : ସୁରେଶ ପୂଜାରୀ...

ବଦଳିବ ଭୂମିହୀନଙ୍କ ସଂଜ୍ଞା, ଜାଗା ସରକାର ଦେବେ : ସୁରେଶ ପୂଜାରୀ...


ଭୁବନେଶ୍ବର,୦୬/୦୨ : ଦଳିବ ଭୂମିହୀନଙ୍କ ସଂଜ୍ଞା । ଜାଗା ସରକାର ଦେବେ ବୋଲି ଆଜି କହିଛନ୍ତି ମନ୍ତ୍ରୀ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ।  ସେ କହିଛନ୍ତି ସେଟଲମେଣ୍ଟ ଆକ୍ଟ ଅନୁଯାୟୀ ଜାଗା ମିଳିବ। ଉତ୍ତରାଧିକାରୀ ସୂତ୍ରରୁ ୪ ଡିସିମିଲରୁ କମ୍‌ ଥିଲେ ଭୂମିହୀନ ଗଣାଯିବ। ଯେଉଁମାନଙ୍କର ୪ ଡିସିମିଲରୁ ଯେତେ କମ୍ ଜାଗା ଥିବ ସେତିକି ଜାଗା ସେମାନଙ୍କୁ ଦିଆଯିବ।

            Ad..


ସେ ଆଉ ମଧ୍ୟ କହିଛନ୍ତି ଯେଉଁ ହିତାଧିକରୀମାନଙ୍କ ପାଖରେ କମ୍ ଜମି ଅଛି ଓ ସରକାରଙ୍କ ଠାରୁ ସେମାନେ ଜମି ଚାହୁଁଥିଲେ ପ୍ରଥମେ ନିଜ ନାଁରେ ଥିବା ଜମି ରାଜସ୍ବ ବିଭାଗକୁ ହସ୍ତାନ୍ତର କରିଦିଅନ୍ତୁ । ଯାହା ବଦଳରେ ନିର୍ଦ୍ଧିଷ୍ଟ ଓ ଏକ ଗ୍ରହଣୀୟ ଜାଗାରେ ଏକାଠି ୪ ଡିସିମିଲ ଜାଗା ଦିଆଯିବ।



Edited by k.s thakur...


Post a Comment

Previous Post Next Post