ଘରୋଇ ବସ୍ ଚଳାଚଳ କୁ ନେଇ ବିବାଦ, ବରଗଡ଼ ପଦ୍ମପୁର ବସ୍ ସେବା ବନ୍ଦ...
ବରଗଡ଼,୩୦/୦୧ : ବରଗଡ଼ ଜିଲ୍ଲା ରେ ଘରୋଇ ବସ୍ ଚଳାଚଳ ବିବାଦ କୁ ନେଇ ପଦ୍ମପୁର ଓ ବରଗଡ଼ ଦେଇ ଚଳାଚଳ କରୁଥିବା ଘରୋଇ ବସ୍ ବନ୍ଦ ହୋଇଥିବା ଯୋଗୁଁ ଲୋକ ହଇରାଣ ହେଉଛନ୍ତି। ମନଇଛା ବସ୍ ଚଳୁଛି ।
Ad..
ଜନସାଧାରଣ ଉଚିତ ଦର ଦେଇ ବସ୍ ରେ ଯାତାୟାତ କରୁଥିଲେ ବି ଘରୋଇ ବସ୍ ସେବା ମନମାନି ହେଉଛି ଫଳରେ ସରକାର ଜନସାଧାରଣ ଙ୍କ ସୁବିଧା କୁ ଗୁରୁତ୍ବ ଦେଉନଥିବା ଓ ଏଭଳି ଘରୋଇ ବସ୍ ସେବା ମନମାନି ରେ ସରକାର କିମ୍ବା ଜିଲ୍ଲା ପ୍ରଶାସନ , ପରିବହନ ବିଭାଗ ର କୈାଣସି ନିୟନ୍ତ୍ରଣ ରହୁନଥିବା ରୁ ଜନସାଧାରଣ ଙ୍କୁ ଅସୁବିଧା ର ସମ୍ମୁଖୀନ ହେବାକୁ ପଡୁଛି।
Ad..
ବରଗଡ଼ ଜିଲ୍ଲା ସଦରମହକୁମା ଠାରୁ ବରଗଡ଼ ଓ ପଦ୍ମପୁର ରାସ୍ତା ରେ ଦୈନନ୍ଦିନ ପ୍ରାୟ ୩୦ ବସ୍ ଯାତାୟାତ କରୁଛି ତିନି ଦିନ ହେଲା କୈାଣସି କାରଣରୁ ଘରୋଇ ବସ୍ ସେବା ଉକ୍ତ ରାସ୍ତା ଦେଇ ବନ୍ଦ ହୋଇଛି ଫଳରେ ଲୋକଙ୍କ ଯାତାୟାତ ସହ ଛାତ୍ର ଛାତ୍ରୀ ଙ୍କ ପାଠପଢ଼ା ରେ ବ୍ୟାଘାତ ଉପୁଜୁଛି।
Ad..
Report : Bijay ku sahu
Edited by k.s thakur...
Tags:
Bargarh
latest news
latest update
odisha daily current affairs
padamapur
private bus seba band




