ତୁରେକେଲା କ୍ଳଷ୍ଟରରେ ସାଧାରଣ ତନ୍ତ୍ର ଦିବସ ପାଳିତ...

ତୁରେକେଲା କ୍ଳଷ୍ଟରରେ ସାଧାରଣ ତନ୍ତ୍ର ଦିବସ ପାଳିତ...


କଣ୍ଟାବାଞ୍ଜି,୨୬/୦୧ : ତୁରେକେଲା ବ୍ଳକ ଅନ୍ତର୍ଗତ ତୁରେକେଲା ଆଞ୍ଚଳିକ ସାଧନ କେନ୍ଦ୍ରର ବିଭିନ୍ନ ବିଦ୍ୟାଳୟରେ ୭୬ତମ ସାଧାରଣ ତନ୍ତ୍ର ଦିବସ ପାଳିତ ହୋଇଛି।

            Ad..


ତୁରେକେଲା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବିରଞ୍ଚି ନାରାୟଣ ଦାଶଙ୍କ ତତ୍ତ୍ୱାବଧାନରେ କେନ୍ଦ୍ରର ଏଗାର ଗୋଟି ବିଦ୍ୟାଳୟରେ ପାଳିତ ହୋଇଥିବା ବେଳେ ବକବାହାଲ ପ୍ରାଥମିକ ବିଦ୍ୟାଳୟ, ଅଙ୍ଗନବାଡ଼ି କେନ୍ଦ୍ର ଓ ଲର୍କି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶ୍ରୀ ଦାଶ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ।

Ad..


ଉଭୟ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ  କୁଇଜ କାର୍ଯ୍ୟକ୍ରମ କରି କୃତୀ ପ୍ରତଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ।ଏହି କାର୍ଯ୍ୟକ୍ରମରେ ସିଆରସିସି ପ୍ରେମରାଜ ପାଣିଗ୍ରାହୀ, କୁନି ସାହୁ, ବିନୋଦିନୀ ତାଣ୍ଡୀ, ଟିକେଶ୍ୱରୀ ସେଠ,ରଜନୀ ମେହେର, ଦିବାନୀ ରଣା, ରାଜ କିଶୋର ନାଗ ସମେତ ଗ୍ରାମବାସୀ ସହଯୋଗ କରିଥିଲେ।

     Ad..




Edited by k.s thakur...

Post a Comment

Previous Post Next Post