କ୍ରିଷ୍ଣା ଲର୍ଣ୍ଣିଙ୍ଗ ସ୍କୁଲର ବାର୍ଷିକ କ୍ରୀଡା ପ୍ରତିଯୋଗୀତା ଅନୁଷ୍ଠିତ...

କ୍ରିଷ୍ଣା ଲର୍ଣ୍ଣିଙ୍ଗ ସ୍କୁଲର ବାର୍ଷିକ କ୍ରୀଡା ପ୍ରତିଯୋଗୀତା ଅନୁଷ୍ଠିତ...


ବଙ୍ଗୋମୁଣ୍ଡା,୨୨/୧୨ : ବଙ୍ଗୋମୁଣ୍ଡା ସ୍ଥିତ କ୍ରିଷ୍ଣା ଲର୍ଣ୍ଣିଙ୍ଗ ସ୍କୁଲର ବାର୍ଷିକ କ୍ରୀଡା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା।ଏଥିରରେ ମୁଖ୍ୟ ଅତିଥି  ଭାବେ ଅର୍ଧେନ୍ଦୁ ଦାସ  ଯାଦବ ଯୋଗଦେଇ  କ୍ରୀଡା ପ୍ରତିଯୋଗିତା ଉଦଘାଟନ କରିବା ସହ ଶିଶୁ ମାନଙ୍କୁ ଉତ୍ସାହିତ କରିଥିଲେ।

              Ad..


କ୍ରୀଡା ପ୍ରତିଯୋଗୀତା କୁ ଶିକ୍ଷୟତ୍ରୀ ପୁଷ୍ପା ସିନ୍ଦୁର,ସୀମାସାହୁ, ପ୍ରୀତିନନ୍ଦା ଦାସ ଯାଦବ ,ରଶ୍ମିଦୀପ ନଳିନୀ ପାଣିଗ୍ରାହୀ, ପ୍ରତିମା ବାଗ, ସନ୍ତୋଷିନୀ ରଣା ପ୍ରମୁଖ ପରିଚାଳନା କରିଥିଲେ।

     Ad..




Edited by k.s thakur...

Post a Comment

Previous Post Next Post