ମାନ୍ଦଲା କ୍ଳଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ...

ମାନ୍ଦଲା କ୍ଳଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ...


କଣ୍ଟାବାଞ୍ଜି,୩୦/୧୦ : ମାନ୍ଦଲା କ୍ଳଷ୍ଟର ସ୍ତରୀୟ ପଞ୍ଚମ ମାସିକ ବୈଠକ  ମହୁଲ ପଡା ପ୍ରାଥମିକ ବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଥିଲା। 

Ad..


ଉକ୍ତ ବୈଠକ ରେ ବଲାଙ୍ଗୀର ଜିଲ୍ଲାର ଡାଏଟ ରୁ ଜ୍ଞାନେନ୍ଦ୍ର ମଲ୍ଲିକ  ଉପସ୍ଥିତ ରହି ଦୀପ ପ୍ରଜ୍ବଳନ କରିଥିଲେ ଓ ବିଦ୍ୟାଳୟର  ଛାତ୍ରୀଙ୍କ ଦ୍ବାରା ଶ୍ଳୋକ ଉଚ୍ଚାରଣ କରାଯାଇଥିଲା। 

           Ad..


ସି ଆର ର୍ସିସି ଧନ ସିଂ ମାଝୀ ଙ୍କ ଅନୁରୋଧ କ୍ରମେ ସାଲେପଡା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବୈଷ୍ଣବ ବେହେରା  ଓ ରୋହିତାଶ୍ଵ ନାଗ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଉପରେ ଶିକ୍ଷାଦାନ କରିଥିଲେ । 

Ad..


ଶିକ୍ଷକ ସୁବାଷ ଧରୁଆ,ହେମାନନ୍ଦ ତାଣ୍ଡି, ଅକୃର ପୁଟା ,ଯଶୋବନ୍ତୀ ପୁଟେଲ ,ଲକ୍ଷ୍ମୀ ମାଝୀ ,ନୀରୋଧ ଭୋଏ ଶିକ୍ଷକ ପରମାନନ୍ଦ ସୁନା ,ସୀମା ଭୋଇ ,ପ୍ରମୋଦ ମାଝୀ, ବିନୋଦ ବଉକ ଅଂଶ ଗ୍ରହଣ କରିଥିଲେ ।



Edited by k.s thakur...

Post a Comment

Previous Post Next Post