ବରଗଡ଼ ଠାରେ ଭଗତ ସିଂହ ଙ୍କ ଜୟନ୍ତୀ ପାଳନ...

ବରଗଡ଼ ଠାରେ ଭଗତ ସିଂହ ଙ୍କ ଜୟନ୍ତୀ ପାଳନ...


ବରଗଡ଼,୨୮/୦୯ : ଆଜି ସ୍ଥାନୀୟ ଗୁରୁଦ୍ୱାରା ଛକ ସ୍ଥିତ ସହିଦ ଭଗତ ସିଂ ମାର୍ଗ ଠାରେ ଭଗତ ସିଂ ଙ୍କ ଜୟନ୍ତୀ ପାଳନ ଅବସରରେ ତାଙ୍କ ଫଟୋ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ସ୍ମୃତି ଚାରଣ କରାଯାଇଛି। 

            Ad..


ଏହି ଅବସର ରେ ଓଡିଶା ଅଭିଭାବକ ମହାସଂଘ ବରଗଡ଼ ଜିଲ୍ଲାର ସଭାପତି ବିମଳ କୁମାର ଦାଶ, ସାରଥୀ ମେହେର, ବାଲ୍ମିକୀ ଷଡ଼ଙ୍ଗୀ, ଆଶୁତୋଷ ରଥ, ଜୋଷ୍ନା ପାଇକ, ରଞ୍ଜିତା ମାହାନା, ବୃନ୍ଦାବନ ବେହେରା, ସପ୍ତଶ୍ରୀ ମିଶ୍ର, ଜଟାଧାରୀ ପ୍ରଧାନ, ଉମେଶ ପ୍ରଧାନ, ନାଭ ଚୌଭାନ, ଦିବାକର ମାଝୀ,ଗୁରୁଦ୍ୱାରା କମିଟି ର ସଭାପତି ସୁଖୱନ୍ତ ସିଂ... 

ହରଦୀପ ସିଂ ତଥା ଶିଖ ସମ୍ପ୍ରଦାୟ ର ଅନେକ ସଦସ୍ୟ ଉପସ୍ଥିତ ରହି ଏହି ପୁଣ୍ୟ ଆତ୍ମା ଙ୍କ ଫୋଟୋ ଚିତ୍ର ରେ ପୁଷ୍ପ ଅର୍ପଣ କରି ତାଙ୍କ ପ୍ରତି ନିଜ ଶ୍ରାଦ୍ଧ ସୁମନ ଜ୍ଞାପନ କରିଥିଲେ। ସହଦ ଭଗତ ସିଂହ ଅମର ରହେ ଧାରାରେ ପ୍ରକମ୍ପିତ ହୋଇ ଉଠିଥିଲା ସମଗ୍ର ଗୁରୁଦ୍ୱାର ଅଚଳ।





Report : Bijay ku sahu

Edited by k.s thakur...



Post a Comment

Previous Post Next Post