କଣ୍ଟାବାଞ୍ଜି ମହିଳା ସ୍ନାତକ ମହା ବିଦ୍ୟାଳୟ ରେ ନଲେଜ୍ ସେଣ୍ଟର୍ ଉଦଘାଟିତ...

କଣ୍ଟାବାଞ୍ଜି ମହିଳା ସ୍ନାତକ ମହା ବିଦ୍ୟାଳୟ ରେ ନଲେଜ୍ ସେଣ୍ଟର୍ ଉଦଘାଟିତ...


କଣ୍ଟାବାଞ୍ଜି,୧୮/୦୯ : କଣ୍ଟାବାଞ୍ଜି ମହିଳା ସ୍ନାତକ ମହା ବିଦ୍ୟାଳୟ ରେ ନଲେଜ୍ କର୍ପୋରେସନ ଲିମିଟେଡ ର ତତ୍ତ୍ୱାବଧାନରେ ଏକ ନଲେଜ୍ ସେଣ୍ଟର୍ ର ଉଦଘାଟନ ହୋଇ ଯାଇଛି।

             Ad..


ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ର ଅଧ୍ୟକ୍ଷ ରାଜେନ୍ଦ୍ର ପୁରୋହିତ ନଲେଜ୍ ସେଣ୍ଟର୍ ରେ ବିଦ୍ୟାର୍ଥି ମାନେ ଯୁଗପୋଯୋଗି କମ୍ପ୍ୟୁଟର ଶିକ୍ଷା ସହିତ ପ୍ରତିଯୋଗୀତା ମୂଳକ ପରୀକ୍ଷାର ପ୍ରସ୍ତୁତ ହୋଇ ପାରିବେ ବୋଲି ମତ ବ୍ୟକ୍ତ କରିଥିଲେ। 

           Ad..


ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ସଂଯୋଜକ ସଞ୍ଜୀବ କୁମାର ପ୍ରଧାନ, ପ୍ରଯୁକ୍ତି ବିଜ୍ଞାନ ଏବଂ okcl ପ୍ରସ୍ତୁତ os -cit ପାଠ୍ୟ କ୍ରମର ବୈଧ୍ୟତା ଉପରେ ଆଲକପାତ କରିଥିଲେ। ସମସ୍ତ ସରକାରୀ ପଦ ପଦବୀ ରେ ପ୍ରକାଶିତ ଓଡ଼ିଶା ରାଜ୍ୟ ମୁକ୍ତ ବିଦ୍ୟାଳୟ ଦ୍ଵାରା ଦିଆଯାଉଥିବା ପ୍ରମାଣ ପତ୍ର ଅପରିହାର୍ଯ୍ୟ ଅଟେ ଯାହା ବିସ୍ମୃତ ଭାବେ ଆଲୋଚନା କରାଯାଇଥିଲା। 

ଶେଷ ରେ okcl ର ଅଧିକୃତ ଶିକ୍ଷା କେନ୍ଦ୍ର ଜୈନ କମ୍ପ୍ୟୁଟର ର ସଂଯୋଜକ ରାକେଶ କୁମାର ଜୈନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।




Edited by k.s thakur...





Post a Comment

Previous Post Next Post