ତେଲ ରିପ୍ୟାକିଂ ୟୁନିଟରେ ବଡ ଧରଣର ଚଢାଉ,ନକଲି ଖାଇବା ତେଲ ଜବତ...

ତେଲ ରିପ୍ୟାକିଂ ୟୁନିଟରେ ବଡ ଧରଣର ଚଢାଉ,ନକଲି ଖାଇବା ତେଲ ଜବତ...


ବ୍ରହ୍ମପୁର,୨୪/୦୯ : ନକଲି ଖାଇବା ତେଲ ଜବତ। ଏକ ତେଲ ରିପ୍ୟାକିଂ ୟୁନିଟରେ ବଡ ଧରଣର ଚଢାଉ ହୋଇ ନକଲି ତେଲ ଜବତ ହୋଇଛି । ବଡବଜାର ଥାନା ଗଣପତି ନଗର ପଞ୍ଚମ ଲାଇନରେ ଚଢାଉ ହୋଇଥିଲା। 

Ad..


ପୁଲିସ  ଓ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଏହି ଚଢାଉ କରାଯାଇଥିଲା । ଏହି ସମୟରେ ଲିଟର ଲିଟର ନକଲି ଖାଇବା ତେଲ ଜବତ ହୋଇଛି । ଏନେଇ ଅଧିକ ଖୋଳତାଡ ଚାଲିଛି ।






Edited by k.s thakur...



Post a Comment

Previous Post Next Post