ପରିତ୍ୟକ୍ତ ପୋଖରୀରେ ଦୁଇ ଅଜଣା ଯୁବକଙ୍କ ମୃତ ଶରୀର, ମୁରିବାହାଲ ପୁଲିସର ତଦନ୍ତ ଆରମ୍ଭ...

ପରିତ୍ୟକ୍ତ ପୋଖରୀରେ ଦୁଇ ଅଜଣା ଯୁବକଙ୍କ ମୃତ ଶରୀର, ମୁରିବାହାଲ ପୁଲିସର ତଦନ୍ତ ଆରମ୍ଭ...


ମୁରିବାହାଲ,୨୪/୦୯ : ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ୫୯ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଗୁରୁଣ୍ଡା ଓ ଭୋଇପଡ଼ା ମଝିରେ ଥିବା ଏକ ପରିତ୍ୟକ୍ତ ପୋଖରୀରୁ ଦୁଇ ଜଣ ଅଜଣା ଯୁବକଙ୍କ ମରଶରୀର ପଡ଼ି ରହିଛି। 

Ad..


ଦୁଇ ଜଣଙ୍କ ମୃତଦେହ ସାଙ୍ଗରେ ବାଇକ ମଧ୍ୟ ପାଣିରେ ପଡ଼ି ରହିଛି।ଏପର୍ଯ୍ୟନ୍ତ ଦୁଇ ଜଣ ଯୁବକଙ୍କ ପରିଚୟ ମିଳି ପାରି ନାହିଁ।

ଗତକାଲି ସନ୍ଧ୍ୟାରେ ମୁରିବାହାଲରେ ପ୍ରବଳ ଝଡ଼ତୋଫାନ ଓ ବର୍ଷା ହୋଇଥିବାରୁ ବାଇକଟି ଭାରସାମ୍ୟ ହରାଇ ଏହି ଦୁଇ ଜଣ ଯୁବକ ପୋଖରୀରେ ପଡ଼ି ପ୍ରାଣ ହରାଇଥିବା ସନ୍ଦେହ କରାଯାଉଛି l ଘଟଣାସ୍ଥଳରେ ମୁରିବାହାଲ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।






Edited by k.s thakur...




Post a Comment

Previous Post Next Post