ଦୁଖଃଦ ଖବର ...

ଦୁଖଃଦ ଖବର ...


କଣ୍ଟାବାଞ୍ଜି,୨୮/୦୮ :  ଅତି ଦୁଃଖର ସହିତ ଜଣାଉଛି ଯେ ମୋର ଏକ ମାତ୍ର ପୁତ୍ର ସୁଦର୍ଶନ ଗୁରୁ ର ଆକସ୍ମିକ ମୃତ୍ୟୁ ହୋଇ ଆମ କୁ ଶୋକସାଗର ରେ ଭସାଇ ଚାଲିଯାଇଛି। ତେଣୁ ତା ଆତ୍ମାର ସଦଗତି ନିମନ୍ତେ ଆମ ପରିବାର ପକ୍ଷରୁ ଆସନ୍ତା କାଲି ୨୯/୦୮ ଗୁରୁବାର ଦିନ ଅପରାହ୍ନ ୧୨.୩୦ ମି ସମୟ ରେ  ଜି ଆର ପ୍ଲେସ ଠାରେ ଏକ ପ୍ରସାଦ ସେବନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏଣୁ ଆପଣ ମାନେ ଆସି ପ୍ରସାଦ ସେବନ କରିବା ସହିତ ତାର ଅମର ଆତ୍ମାର ସଦ୍ ଗତି ନିମନ୍ତେ "ଜଗତ ର ନାଥ ଜଗନ୍ନାଥ" ମହାପ୍ରଭୁ ଙ୍କ ଠାରେ ବିନମ୍ର ପ୍ରଣାମ ଜଣାଇବେ। ମୋର ଏହି ଅନୁରୋଧ ରକ୍ଷା କରି ଆପଣ ମାନେ ଆସି  ଏହି ଦୁଃଖର ସମୟରେ ମୋର ପରିବାର କୁ ସାହସ ଓ ଧର୍ଯ୍ୟ ଦେବେ ବୋଲି ଆଶା।


ବିନୀତ : -

ଆପଣଙ୍କର

ମୁନ୍ନା ଗୁରୁ, ଆନନ୍ଦ ନଗର, କଣ୍ଟାବାଞ୍ଜି 

(ଶୋକ ସନ୍ତପ ପରିବାର)






(This is not a news or advertisement. This is only a message or invitation through our news portal odisha chronicle news/odia)


Edited by k.s thakur...


Post a Comment

Previous Post Next Post