ଏ.ବି. ସି.ଡି ବୋରାସମ୍ବର 'ନୂଆଖାଇ ଭେଟ ଘାଟ 'ର ରୂପରେଖ ପ୍ରସ୍ତୁତ...

ଏ.ବି. ସି.ଡି ବୋରାସମ୍ବର 'ନୂଆଖାଇ ଭେଟ ଘାଟ 'ର ରୂପରେଖ ପ୍ରସ୍ତୁତ...


ପଦ୍ମପୁର,୧୯/୦୮ : ରବିବାର ' ଅଙ୍ଗ ମଞ୍ଚ " କାର୍ୟଳୟରେ ନୁଆଁ ଖାଈ ଭେଟ ଘାଟର ରୂପରେଖ ଏ. ବି. ସି. ଡି ପଦ୍ମପୁର ସଭାପତି ଅନିଲ ବେହେରାଙ୍କ ସଭାପତିତ୍ବରେ ପ୍ରସ୍ତୁତି ହୋଇ ଯାଇଛି। 

         Ad..


ସମ୍ପାଦକ ରଘୁନାଥ ପୁରୀ ଉପସ୍ଥିତ ସଭ୍ୟ ଓ ବରିଷ୍ଠ ମାର୍ଗଦର୍ଶକ ତଥା ପରାମର୍ଶ ଦାତା ଅଧ୍ୟlପକ କେଶରଞ୍ଜନ ପ୍ରଧାନ, ନାଟ୍ୟକାର ଅଶୋକ ବହିଦାର, ରମେଶ ଗୁର୍ଲ୍ଲା, ମେଡ଼ିଆ ପ୍ରମୁଖ ଗୋପବନ୍ଧୁ କୁମ୍ଭାର,ଭିଡ଼ିଓ ଗ୍ରାଫିଷ୍ଟ ବିକ୍ରମ ଭାଇ,ମନିଷ ରଥ ପ୍ରମୁଖ ସହ ଅନୁଷ୍ଠାନର ସଦସ୍ୟ ଶାନ୍ତସଂଗ୍ରାମ ଭୋଇ, ସହ ସମ୍ପାଦକ ପ୍ରତାପ ନାଥ, ଅମୀୟ ପୁରୋହିତ, ସୁମନ୍ତ ସାହୁ ଉପସ୍ଥିତସଭ୍ୟଙ୍କୁ ସ୍ୱାଗତ କରିଥିଲେ।

         Ad..


ପାରମ୍ପରିକ ଭାବେ ଝାଙ୍କରଙ୍କ ପୂଜାର୍ଚନା ପରେ ପ୍ରାରମ୍ଭିକ ସଂଗୀତ ରାଜେଶ ଗୁର୍ଲ୍ଲା ଓ ସୁରେନ୍ଦ୍ର ସାହୁ, ସାଂସ୍କୃତିକ ଦଳ ପାଇଁ ଆଇନଜୀବୀ ଲିଙ୍ଗରାଜ ସାହୁ, ରମେଶ ଗୁର୍ଲ୍ଲା, ଗୋପବନ୍ଧୁ କୁମ୍ବାର,ଉତ୍କୃଷ୍ଟ ଚାଷୀ ସମ୍ଭାନ ମନୋନୟନ ଶାନ୍ତ ସଂଗ୍ରାମ ଭୋଇ, ସାହାସିକ ପୁରସ୍କାର, ବିଶେଷ ସେବା, ଉଦଘୋଷ ଅଞ୍ଜନ, ସୋନାଲିକା, ସଂଗୀତ ପାଇଁ ଶକ୍ତି ସ୍ୱରୂପା ଓ ଅlଦ୍ୟା, ପ୍ରଜ୍ଞାପ୍ରାପ୍ତି ନାଥ,ରଙ୍ଗୋଲି ଝୋଟି ଆସନ୍ତା 01.08.2024 ରବିବାର ମାରୱାଡି ଧର୍ମଶାଳାରେ ସଂଯୋଜନା ପାଇଁ ଜୁନିଅର ଓ ସେନିଅର ଗ୍ରୁପ ସହଦେଵ, ପ୍ରତାପ, ଗୋପ, ବିକ୍ରମ, ବ୍ୟଙ୍ଗ କବି ରମେଶ,ନାଟ୍ୟକାର ଅଶୋକ ବହିଦାର, ମଞ୍ଚ ସଜ୍ଜା ରମେଶ ଗୁର୍ଲ୍ଲାଙ୍କୁ ଦାୟିତ୍ୱ ପ୍ରଦାନ କରାଗଲା। ଶେଷରେ ସମ୍ପାଦକ ରଘୁନାଥ ପୁରୀ ଧନ୍ୟବାଦ ପ୍ରଦାନ କଲେ।




Report : Bijay ku sahu

Edited by k.s thakur...

Post a Comment

Previous Post Next Post