ବଙ୍ଗୋମୁଣ୍ଡା ରେ ସ୍ୱତନ୍ତ୍ର ଜାତୀୟ ସେବା ଶିବିର...
ବଙ୍ଗୋମୁଣ୍ଡା,୨୭/୮ : ପଞ୍ଚାୟତ ସମିତି ସ୍ନାତକ ମହାବିଦ୍ୟାଳୟ ବଙ୍ଗୋମୁଣ୍ଡା ଆନୁକୁଲ୍ୟରେ ସ୍ୱତନ୍ତ୍ର ଜାତୀୟ ସେବା ଶିବିର, ବୃକ୍ଷରୋପଣ କାର୍ଯ୍ୟକ୍ରମ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. ଶୋଭେନ୍ଦ୍ର କୁମାର ମେହେରଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି ।
Ad..
ଏହି ଅବସରରେ ସାମ୍ବାଦିକ ଅନିଲ କୁମାର ଖମାରୀ, ହୁଲେଶ୍ୱର ହଂସ ଉପସ୍ଥିତ ରହି ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ଛାତ୍ର ଛାତ୍ରୀ ମାନଙ୍କଦ୍ୱାରା ମହାବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରାଯାଇଥିଲା।
Ad..
ଦୀର୍ଘ ସାତ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ କାର୍ଯ୍ୟକାରୀ ଅଧିକାରୀ ଡିଲେଶ୍ୱର ନିଆଲ, ଅଧ୍ୟାପକ ଆଲୋକ କୁମାର ରଥ, ନଟବର ବେହେରା, ସୀତାରାମ ପାଣିଗ୍ରାହୀ, ଲୋକନାଥ ମେହେର, ଗିରୀଶ ଚନ୍ଦ୍ର ଧୂବଲ, ଭାସ୍କର ମେହେର, ଦମୟନ୍ତୀ ମେହେର, ଜୟନ୍ତୀ ଖୁଣ୍ଟିଆ, ରଞ୍ଜିତ କୁମାର ସଗ୍ରିଆ, ରାମକୃଷ୍ଣ ବାଗ, ଆଲୋକ ମୁଣ୍ଡ, ଭୂଷଣ ଚନ୍ଦ୍ର ମେହେର, ଜୟପ୍ରକାଶ ମେହେର, ଜୟପ୍ରକାଶ ସାହୁ, କ୍ଷୀରସିନ୍ଧୁ ରଣା, ତୁଲସୀ ବାଗ, ଦେବରାଜ ମେହେର, ସୁନୀଲ ହାତୀ, ବନୀତା ସାହୁ, ରୋହିଣୀ ପ୍ରଧାନୀ, ମଧୂମିତା ମେହେର ପ୍ରମୁଖ ଉପସ୍ଥିତ ଥିଲେ।
Edited by k.s thakur...



