ପଦ୍ମପୁର ବ୍ଲକ ମହୁଲପାଲି ଗ୍ରାମ ପଞ୍ଚାୟତ ର ବିଭିନ୍ନ ଗାଁ ରେ ବିଜୁ ଜନତା ଦଳ ର ମାରାଥନ ପ୍ରଚାର...
ବରଗଡ଼,୨୬/୧୧ : ପଦ୍ମପୁର ବିଧାନ ସଭାର ଉନିର୍ବାଚନ ପ୍ରଚାର ପାଇଁ ବିଜୁ ଜନତା ଦଳ ପକ୍ଷରୁ ବିଭିନ୍ନ ଗ୍ରାମପଞ୍ଚାୟତ ରେ ମାରାଥନ ପ୍ରଚାର। ପଦ୍ମପୁର ବ୍ଲକ ଅନ୍ତର୍ଗତ ମହୁଲ ପାଲି ଗ୍ରାମ ପଞ୍ଚାୟତ ର ମହୁଲ ପାଲି , ଦର୍ବେକେଲା, ସାଲେଗିଡି ପ୍ରମୁଖ ଗାଁ ଗୁଡ଼ିକରେ ନିର୍ବାଚନୀ ସଭାମାନ ଅନୁଷ୍ଠିତ ହୋଯାଇଅଛି।
Ad..
ପର୍ଯ୍ୟବେକ୍ଷକ ଙ୍କ ଉପସ୍ଥିତ ରହି ବିଜୁ ଜନତା ଦଳ ର ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କ ରେ ନିଜର ବକ୍ତବ୍ୟ ପ୍ରଦାନ କରିବା ସହ ଏହି ଉନିର୍ବାଚନରେ ବିଜୁ ଜନତା ଦଳର ପର୍ଥିନି ବର୍ଷା ସିଂ ବରିହା ଙ୍କ ପାଇଁ ଭୋଟ ନିବେଦନ କରିଥିଲେ । ଏହି ନିର୍ବାଚନୀ ପ୍ରଚାର ସଭାରେ ବରଗଡ଼ ପୂର୍ବ ମନ ସାଂସଦ ପ୍ରଭାସ ସିଂହ, ବରିଷ୍ଠ ଆଇନଜୀବି ଭିଷ୍ମଦେବ ସରାଫ, ପ୍ରଫୁଲ୍ଲ ସିଂ,ଚମ୍ପାକେଶ୍ବର ପୁରୋହିତ, ସରୋଜ କାମ୍ପା ପ୍ରମୁଖ ଉପସ୍ଥିତ ରହି ବିଜୁ ଜନତା ଦଳ ପ୍ରତି ସମର୍ଥନ ପାଇଁ ନିବେଦନ କରିଥିଲେ। ଉକ୍ତ ମହୁଲ ପାଲି ଗ୍ରାମ ପଞ୍ଚାୟତ ରେ ବିଜୁ ଜନତା ଦଳ ର କର୍ମକର୍ତ୍ତା ଗାଁ ଗାଁ ବୁଲି ବିଜେଡି କୁ ବିଜୟୀ କରିବା ପାଇଁ ମାରାଥନ ପ୍ରଚାର ଚଲାଇଛନ୍ତି ।
Edited by k.s thakur...


