ବିଜେଡି ରେ ସାମିଲ ହେଲେ ବିଜେପି ର କିଛି ଛାମୁଆ ନେତା ଓ କର୍ମୀ...

ବିଜେଡି ରେ ସାମିଲ ହେଲେ ବିଜେପି ର କିଛି ଛାମୁଆ ନେତା ଓ କର୍ମୀ...

ପଦ୍ମପୁର,୨୪/୧୧ : ପଦ୍ମପୁର ଉପନିର୍ବାଚନ ପୂର୍ବରୁ ବିଜେପି ରେ ଫେର ବଦଳ। ବିଜେଡି ରେ ଯୋଗ ଦେଲେ ବିଜେପିର କିଛି ଛାମୁଆ ନେତା ଓ କର୍ମୀ।
   Ad..



ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଚ ଶାସନ ଏବଂ ଓଡ଼ିଶାର ବିକାଶ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ପଦ୍ମପୁର ଉପନିର୍ବାଚନ ଅବସରରେ ୨ନଂ ଜୋନ୍ ରେ ବିଜୁ ଜନତା ଦଳର ଷ୍ଟାର ପ୍ରଚାରକ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ନେତୃତ୍ୱରେ  ବିଜୁ ଜନତା ଦଳର ବରିଷ୍ଠ ନେତା ତଥା  ବିଧାୟକ  ଦେବୀ ପ୍ରସାଦ ମିଶ୍ର ଓ ଡ଼ଙ୍ଗାଘାଟ ଗ୍ରାମପଞ୍ଚାୟତ ପର୍ଯ୍ୟବେକ୍ଷକ ରୁଦ୍ର ମହାରଥୀଙ୍କ, ରାଜ୍ୟ ସମ୍ପାଦକ ସଂଜିତ ମହାନ୍ତି ଙ୍କ ଉପସ୍ଥିତିରେ ପଞ୍ଚାୟତ ନିର୍ବାଚନରେ ବିଜେପି ଦଳର ହୋଇଥିବା ଦୁଇ ସରପଞ୍ଚ ପାର୍ଥି ତଥା ବିଜେପି ଦଳର ଛାମୁଆ ନେତା ବିଜୟ ବେହେରା ଓ ରୋହିତ ରଣା,ଛାମୁଆ କର୍ମୀ କଳ୍ପଦିପ ଆଜି ତାଙ୍କ ଦଳ ପରିତ୍ୟାଗ କରି ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳରେ ଯୋଗଦାନ କରିଛନ୍ତି।







(Report : Bijay ku sahu)

Edited by k.s thakur...

Post a Comment

Previous Post Next Post