ପ୍ରଧାନମନ୍ତ୍ରୀଙ୍କ ୧୨୦୦ ଉପହାରର ନିଲାମ ୧୭ରୁ ହେବ..

ପ୍ରଧାନମନ୍ତ୍ରୀଙ୍କ ୧୨୦୦ ଉପହାରର ନିଲାମ ୧୭ରୁ ହେବ..

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ‌ନରେନ୍ଦ୍ର ମୋଦୀଙ୍କୁ ମିଳିଥିବା ପ୍ରାୟ ୧୨୦୦ ଉପହାରର ନିଲାମ ଆସନ୍ତା ୧୭ ତାରିଖରୁ ଆରମ୍ଭ ହେବ। ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ଏହି ନିଲାମ ଚାଲିବ। ଏଗୁଡ଼ିକ ନ୍ୟାସନାଲ ଗ୍ୟାଲେରି ଅଫ୍ ମଡର୍ଣ୍ଣ ଆର୍ଟରେ ପ୍ରଦର୍ଶିତ ହେଉଛି। pmmementos.gov.in ପୋର୍ଟାଲ ଜରିଆରେ ଉକ୍ତ ନିଲାମ ପରିଚାଳିତ ହେବ।

ଉପହାରଗୁଡ଼ିକର ସର୍ବନିମ୍ନ ମୂଲ୍ୟ ୧୦୦ ଟଙ୍କାରୁ ଆରମ୍ଭ କରି ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି। ଏବାବଦରେ ସଂଗୃହୀତ ଅର୍ଥ ନମାମୀ ଗଙ୍ଗେ ମିସନ ପ୍ରକଳ୍ପ ପାଇଁ ଯିବ।






Courtesy : sambad

Edited by k.s thakur..

Post a Comment

Previous Post Next Post